Field Executive

Share India Fincap Private Limited

Full-time Other-General
Apply Now
Location
nayagarh, odisha, India
Posted
July 15, 2026

Job Description

କମ୍ପାନି ବିଷୟରେ: ସେୟାର ଇଣ୍ଡିଆ ସିକ୍ୟୁରିଟିଜ୍ ଲିମିଟେଡ-ର ଏକ ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ହେଉଛି ସେୟାର ଇଣ୍ଡିଆ ଫିନ୍ କାପ୍ ପ୍ରାଇଭେଟ୍ ଲିମିଟେଡ, ଯାହା ଆର୍.ବି.ଆଇ.-ରେ ଇନଭେଷ୍ଟମେଣ୍ଟ ଆଣ୍ଡ କ୍ରେଡିଟ୍ କମ୍ପାନୀ (ଏନ୍. ବି.ଏଫ୍‌.ସି.-ଆଇ.ସି.ସି.) ଭାବେ ପଞ୍ଜୀକୃତ ହୋଇଛି, ଯାହା ମହିଳା ଉଦ୍ୟୋଗୀ ଋଣ, କ୍ଷୁଦ୍ର ଉଦ୍ୟୋଗ ଋଣ, ପ୍ରତିଭୂତି ଉପରେ ଋଣ ଭଳି ବିଭିନ୍ନ ଆର୍ଥିକ ସେବା ପ୍ରଦାନ କରିଥାଏ। ସେୟାର ଇଣ୍ଡିଆ ଫିନକାପ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଆକ୍ଟ, 1956 ଅନୁଯାୟୀ ଡିସେମ୍ବର 1996ରେ ପଞ୍ଜୀକୃତ ହୋଇଛି। କମ୍ପାନି ଏକ ସାମାଜିକ ଦୃଷ୍ଟିକୋଣ ଏବଂ ବ୍ୟବସାୟିକ ଦିଗ ରଖିଛି, ଯାହାର ଲକ୍ଷ୍ୟ ହେଉଛି ଅବହେଳିତ ମହିଳାମାନଙ୍କୁ ଆର୍ଥିକ ସୁଯୋଗ ପ୍ରଦାନ କରି ସେମାନଙ୍କର ଜୀବନର ଗୁଣାତ୍ମକ ମାନରେ ପରିବର୍ତ୍ତନ ଆଣିବା। ଆମର ଲକ୍ଷ୍ୟ ହେଉଛି ନିମ୍ନ-ମୂଲ୍ୟ, ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଡିଜିଟାଲ୍ ଫାଇନାନ୍ସ ପ୍ରକ୍ରିୟା ବ୍ୟବହାର କରି ଭାରତର ଅବହେଳିତ ଅଞ୍ଚଳରେ ଆତ୍ମନିର୍ଭରଶୀଳତା ଏବଂ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା। ସେୟାର ଇଣ୍ଡିଆ ଫିନକାଫ୍ ଓଡ଼ିଶାର ବ୍ରହ୍ମପୁର, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟ କରୁଅଛି। ଏବଂ ଜିଲ୍ଲାର ସମସ୍ତ ବେରୋଜଗାର ଯୁବକ ଓ ଯୁବତୀମାନଙ୍କ ପାଇଁ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଅଛି। କେନ୍ଦ୍ରପରିଚାଳକଙ୍କ କାର୍ଯ୍ୟ ଦାୟିତ୍ୱ : ...